Sanjeeb Kumar Behera
ଗଞ୍ଜାମ ବନ୍ୟା ବିଭିଷିକା: ଜଳ ନିଷ୍କାସନ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ
ଅବିଶ୍ରାନ୍ତ ସାମୁଦ୍ରିକ ଝଡ଼ ବର୍ଷାରେ ତଥା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶା ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାଦଲଫଟା ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହ ଗୁରୁତର ପ୍ରଭାବିତ ହୋଇଛି...
ରାସ୍ତା, ପାଣି ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଝାଙ୍କରଗୁଡା ଓ ବନ୍ଦା ଗ୍ରାମ, ମିଳିପାରୁନି ସରକାରୀ ସୁବିଧା
କୋରାପୁଟ ଜିଲ୍ଲାର ସୁଙ୍କି ପଞ୍ଚାୟତ ଅନ୍ତର୍ଗତ ପାହାଡ଼ ଉପରେ ରହିଥିବା ଝାଙ୍କରଗୁଡ଼ା ଓ ବାନ୍ଦା ଗ୍ରାମବାସୀ ଆଜି ବି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ଜଣାଇବା...
ଉପମୁଖ୍ୟମନ୍ତ୍ରୀ ଓଡିଶା କନକ ବର୍ଦ୍ଧନ ସିଂହଦେଓଙ୍କ କୋରାପୁଟ ଜିଲ୍ଲା ଗସ୍ତ: କୋଟିଆ ବିକାଶ ଓ ବାତ୍ୟା ମୁକାବିଲା ସମୀକ୍ଷା
ଓଡିଶା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ଗସ୍ତ ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ କୋରାପ...
ହାତୀ ଆକ୍ରମଣରେ ଜଣେ ମୃତ
ହାତୀ ଆକ୍ରମଣ ରେ ଆଜି ହିନ୍ଦୋଳ ବ୍ଲକ କନ୍ତିମିଲି ଗ୍ରାମପଞ୍ଚାୟତ କନ୍ତିମିଲି ଗ୍ରାମର ଅଭିରାମ ବେହେରା (୭୦) ଆଜି ସକାଳ ସମୟରେ ପାଖ ଜଙ୍ଗଲକୁ ଝାଡା ଯାଇଥିବା ସମୟରେ ହାତୀ ଆକ୍ରମଣରେ ଆହତ ହୋଇଥିଲେ । ପରେ...
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ନୋଡାଲ ଅଫିସର ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସହ ମିଶି ଜ...
ନୂଆପଡ଼ା ଜିଲ୍ଲା କର୍ଲାକୋଟ୍ ପଞ୍ଚାୟତ ମାଝୀପଡ଼ା ରେ ପାନୀୟ ଜଳ ସମସ୍ୟା: ୪ ମାସ ହେଲା ନଳକୂପ ଅଚଳ, ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ଗ୍ରାମବାସୀ
ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ୍ ଅନ୍ତର୍ଗତ କର୍ଲାକୋଟ୍ ଗ୍ରାମପଞ୍ଚାୟତର କର୍ଲାକୋଟ୍ ମାଝୀପଡ଼ା ଗ୍ରାମରେ ପାନୀୟ ଜଳର କ୍ରମାଗତ ଅଭାବ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ଗ୍ରାମରେ ଥିବା ଏକମାତ୍ର ନଳକୂପଟ...
ଟାଟା ପାୱାର ଠିକା କର୍ମଚାରୀଙ୍କ ଛଟେଇ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ବିଶାଳ ଶୋଭାଯାତ୍ରା l
ଖୋର୍ଦ୍ଧା ବିଦ୍ୟୁତ ଡିଭିଜନ ଅଧୀନରେ ଥିବା ୧୮ ଟି ସେକ୍ସନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଛଟେଇକୁ ବିରୋଧ କରି ‘ଟାଟା ହଟାଅ, ଓଡ଼ିଶା ବଞ୍ଚାଅ’ ନାରାରେ ଆନ୍ଦୋଳନ ତେଜିଛି। ଚାରି ମାସ ପୂର୍ବରୁ ମୁଖ୍ୟମନ୍...
ଭୁବନେଶ୍ୱରରେ RBI ର ଦୁଇ ଡାଟା ସେଣ୍ଟର ପ୍ରକଳ୍ପର ଶୁଭାରମ୍ଭ ଏବଂ ଡିଜିଟାଲ୍ ସାଇବର ସୁରକ୍ଷାକୁ ମିଳିବ ପ୍ରାଧାନ୍ୟ
ଦେଶର ଆର୍ଥିକ କାରବାରକୁ ଅଧିକ ସୁରକ୍ଷିତ କରିବା ସହ ସାଇବର ଅପରାଧର ମୁକାବିଲା ପାଇଁ ବୈଷୟିକ ଦକ୍ଷତା ବୃଦ୍ଧି ଦିଗରେ ଓଡ଼ିଶାରେ ଆରମ୍ଭ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭୁବନେଶ୍ୱରରେ ଭାରତୀୟ ରିଜର୍...
Bhubaneswar Bali Jatra to expand as 1000 stalls planned across 15 acres
The Bhubaneswar Bali Jatra is set to become bigger this year, with the event committee planning to increase the number of stalls to 1,000 and expand the fairground to aro...
ବାତ୍ୟା ଆଶଙ୍କାକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଲାଣ୍ଡଫଲ କରିବା ନେଇ ବିଭିନ୍ନ ପାଣିପାଗ ମଡେଲ ପୂର୍ବାନୁମାନ କର...
ହାତୀ –ମଣିଷ ସଂଘର୍ଷ ଉପରେ ସଚେତନତା ଶିବିର
ଢେଙ୍କାନାଳ ଜିଲା କଙ୍କଡ଼ାହାଡ ବ୍ଲକ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଝିଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ହାତୀ-ମଣିଷ ସଂଘର୍ଷ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଥିଲା। ମହାବିରୋଡ...
Gajalakshmi Puja begins across Odisha from today, Dhenkanal lights up with 41 pandals
The Gajalakshmi Puja begins across major towns and districts in Odisha from today that is on October 25, 2026. As per traditional believes, Goddess Lakshmi -the deity of...
Odisha aims for zero casualties as cyclone threat looms: CM Majhi
Majhi asked officials to shift people from vulnerable areas to safer locations, with particular attention to elderly persons, patients and pregnant women, who should be m...
ସାଉଦି ଆରବ ପ୍ରବାସୀ ଓଡ଼ିଆ ସଂଗଠନ କଳିଂଗନ କେଏସଏର ୭ମ ବାର୍ଷିକ ଉତ୍ସବ ଦମାମ ସହରରେ ମହା ସମାରୋହରେ ପାଳିତ
ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ “କଳିଂଗନ କେଏସଏ” ଏହାର ୭ମ ବାର୍ଷିକ ଉତ୍ସବ ଚଳିତ ମାସ ୨୨ ତାରିଖରେ ସୁଦୂର ସାଉଦି ଆରବର ଦମାମ ସହରରେ ମହା ସମାରୋହରେ ପାଳିତ ହୋଇଛି।...
ପ୍ରବଳ ବର୍ଷା ଓ ଘୂର୍ଣ୍ଣିବାତ୍ୟା ଆଶଙ୍କା କୁ ନେଇ ଇନ୍ଦ୍ରାବତୀ ଜଳଭଣ୍ଡାରର ଦୁଇଟି ଗେଟ ଖୋଲାଗଲା
ସମ୍ଭାବ୍ୟ ଘୂର୍ଣ୍ଣିବାତ୍ୟା ଓ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ପୁଣି ଥରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଦୁଇଟି ଗେଟ ଖୋଲାଯାଇଛି । ପ୍ରାୟ ମାସକ ପରେ ଜଳଭଣ୍ଡାରର ୩ ନମ୍ବର ଓ...
ढेङ्कानाल में हाथी के हमले से 36 वर्षीय व्यक्ति की मौत
ढेंकानाल जिले के हिंदोल ब्लॉक स्थित सन्जपडा पञ्चायत की नण्डेइलो ग्राम पंचायत के तांतिमुंडा इलाके में हाथी के हमले की घटना में एक व्यक्ति की मौत हो गई है। स्थानीय जानकारी...
ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ମୁଖ୍ୟ ପ୍ରସଙ୍ଗ
ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ବାବୁଙ୍କର ଫଟୋଚିତ୍ର...
ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଏ.ଏସ୍.ଆଇ.କୁ ଶ୍ରୀମନ୍ଦିର ପ୍ରଶାସନର ଚିଠି
ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଏ.ଏସ୍.ଆଇ (ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ) ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମା...
୨୦oଗ୍ରାମ ବ୍ରାଉନ ସୁଗାର ପୋଲିସ ଜବଦ କଲା ଯାଜପୁର ଜିଲ୍ଲା ପୋଲିସ ଦୁଇ ଗିରଫ
ଯାଜପୁର ଜିଲ୍ଲା ରେ ବ୍ରାଉନ ସୁଗାର ବେପାର ଦିନ ଦିନ ବୃଦ୍ଧି ପାଉଛି ପୋଲିସ ଓ ଅବକାରୀ ବିଭାଗ ର ମୁଣ୍ଡ ବ୍ୟଥା କାରଣ ସାଜିଛି ବ୍ରାଉନ ସୁଗାର ବେପାର କୁ ଜିଲ୍ଲା ରୁ ମୂଳ ପୋଛ କରିବା ପାଇଁ ଯାଜପୁର ଏସପି ୟସ...
ନୂଆପଡ଼ାରେ ଘରକୁ ଘର ସର୍ବେକ୍ଷଣ ଅଭିଯାନ ପାଇଁ ସଚେତନତା ରଥର ଶୁଭାରମ୍ଭ
ନୂଆପଡ଼ା, ତା. ୨୩/୧୦: ଆଗାମୀ ପଞ୍ଚାୟତିରାଜ ଅନୁଷ୍ଠାନ (PRI) ଓ ସହରାଞ୍ଚଳ (ULB) ନିର୍ବାଚନ ପାଇଁ ୱାର୍ଡଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଘରକୁ ଘର ସର୍ବେକ୍ଷଣ (Door-to-Door Survey) ସମ୍...
ଢେଙ୍କାନାଳ ସହରର ଗଣେଷ ବଜାର ବିଚ ରାସ୍ତାରେ ଛୁରା ମାଡ
ଗଣେଷ ବଜାର ରଥଗଡ଼ା ନିକଟରେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ହଠାତ୍ ଆସି ଛୁରାମାଡ କରିଛି । ପୂଜା ପାର୍ବଣର ମାହୋଲ ଥିବା ଯୋଗୁଁ ଢେଙ୍କାନାଳ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଗତକାଲି ଜଣେ ଦୃର୍ବୃତ୍ତ ରାତି...
ବୁଦାରୁ ଉଦ୍ଧାର ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ପରଖିଲେ ଜିଲ୍ଲାପାଳ...ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ..
ଦୁର୍ଗାପୂଜାରେ ମାଆ ଦୁର୍ଗାଙ୍କ ଆରାଧନା ଚାଲିଥିବା ବେଳେ ନବରଙ୍ଗପୁରରେ ଗତକାଲି ନବଜାତ ଶିଶୁକନ୍ୟାକୁ ବୁଦା ମଧ୍ୟରେ ଫିଙ୍ଗିଦେବା ଘଟଣାକୁ ନାପସନ୍ଦ କରିଛନ୍ତି ଜିଲ୍ଲାପାଳ ମଧୁମିତା.. ଆଜି ଜିଲ୍ଲା ମୁଖ୍ୟ ଚ...
ନବରଙ୍ଗପୁର କଲେଜରେ ଏବିଭିପିର ବାଜିମାତ୍
ନବରଙ୍ଗପୁର କଲେଜ ଛାତ୍ରସଂସଦର ମାତ୍ର ୨ଟି ପଦ ସଭାପତି ଓ ସମ୍ପାଦକ ପାଇଁ ନିର୍ବାଚନ ହୋଇଛି। ଉଭୟ ପଦରେ ବାଜି ମାରିଛନ୍ତି ଏବିଭିପିର ପ୍ରାର୍ଥୀ । ସଭାପତି ଭାବେ ମୃତ୍ୟୁଞ୍ଜୟ ବିଷୋୟୀ ସର୍ବାଧିକ ୪୧୬ ଖଣ୍ଡ...
ଜୟପୁରରେ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୫୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୟକ୍ଷତି ଆଶଙ୍କା
କୋରାପୁଟ:କୋରାପୁଟ ଜିଲ୍ଲା ଜୟପୁର ସହରର ସୌରା ସାହି ଛକ ନିକଟରେ ଥିବା ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୋକାନରେ ଥିବା ବହୁମୂଲ୍ୟ ପୋଷାକ ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରା...
ପ୍ରଣନାଥ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବାଜିମାତ୍- ନନ୍ଦିନୀ ସଭାପତିଓ ମାନସ ସାଧାରଣ ସମ୍ପାଦକ
ଖୋରଧା, ୧୫/୧୦: ଖୋରଧାର ପ୍ରମୁଖ ଶିକ୍ଷାନୁଷ୍ଠାନ ପ୍ରଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସୋସାଇଟିର ନିର୍ବାଚିତ ତଥା ବିନା ପ୍ରତିଦ୍ୱନ୍ଦ୍ୱିତାରେ ମନୋନ...
ନିରାକାରପୁର ମହାବିଦ୍ୟାଳୟ ନିର୍ବାଚନ ବାତିଲକୁ ନେଇ ତାତିଲେ ଛାତ୍ରଛାତ୍ରୀରାଜରାସ୍ତାରେ ଟାୟାର ଜାଳି ବିକ୍ଷୋଭ, ଉତ୍ତେଜନl
ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ତେଜିଲା ଅସନ୍ତୋଷ। ନିର୍ବାଚନ ବାତିଲକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ। ରାସ୍ତା ଉପରେ ଟାୟାର ଜା...
ଟାଟା ଷ୍ଟିଲ୍ କଳିଙ୍ଗନଗରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଯାଜପୁର - ଆଞ୍ଚଳିକ ବିକାଶକୁ ମିଳିବ ନୂଆ ଗତି - ଏନ୍ଆଇଏନ୍ଏଲ୍ ସମ୍ପ୍ରସାରଣ, ୭ ମେଟ୍ରିକ ଟନ୍ ସ୍ଲରି ପାଇପ୍ଲାଇନ୍ (ପ୍ରଥମ ପର୍ଯ୍ୟାୟ) ଏବଂ ଡାଉନ୍ଷ୍ଟ୍ରିମ୍ ପ୍ରକଳ୍ପର ଲୋକାର୍ପଣ - ମୋଟ ୯,୦୬୭...
ଧର୍ମଶାଳା ସହକାରୀ ବ୍ଲକ ଶିକ୍ଷା ଅଧିକାରି ଘରେ ଭିଜିଲାସନ୍ସ ଏକ କାଳୀନ ୭ ସ୍ଥାନ ରେ ଚଡାଉ
ଯାଜପୁର ଜିଲ୍ଲାର ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍ ଠାବ ହୋଇଥିବା ସୂଚନା ମିଳିଛି। ଏହା ସହ ତାଙ୍କ ନାମରେ ଭୁବନେଶ୍ୱର ଓ ଗଞ୍ଜାମ...
ବେଆଇନ ଖଣି ଉପରେ ପୁଲିସର ବଡ଼ ଚଢ଼ାଉ; ୭ ଜେସିବି, ୫ ହାଇୱା ଜବତ, ୭ ଗିରଫ
ଖୋରଧା, ୧୦/୧୦: ଖୋରଧା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ବେଆଇନ ଖଣି ଖନନ ବିରୋଧରେ ପୁଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ। ଭୋର ପ୍ରାୟ ୩ଟାରୁ ୪ଟା ମଧ୍ୟରେ ପୁଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ୭ଟି ଜେସିବି ମେ...
ଲାଞ୍ଚ ନେଉଥିବା ବେଳେ ଗିରଫ, ସିବିଆଇ ହାତରେ ଗିରଫ ହେଲେ ଏକଲବ୍ୟ ସ୍କୁଲର ଅଧ୍ୟକ୍ଷ
ତା:୦୮.୧୦. ଲାଞ୍ଚ ମାମଲାରେ ନୂଆପଡ଼ା ଜିଲ୍ଲାରଏକଲବ୍ୟ ସ୍କୁଲର ଅଧ୍ୟକ୍ଷଙ୍କୁ ସିବିଆଇ ଗିରଫ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏକ ଲାଞ୍ଚ ମାମଲାରେ ଓଡ଼ିଶାର ନୂଆପଡ଼ାର ଏକଲବ୍ୟ ମଡେଲ ଆବାସିକ ବିଦ...
ଢେଙ୍କାନାଳ: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନିଶା ମିଶାଇ ଦୁଷ୍କର୍ମ ଅଭିଯୋଗ, ଫାର୍ମହାଉସ୍ କର୍ମଚାରୀ ଆଟକ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ଦୁଷ୍କର୍ମ କରାଯାଇଥିବା ନେଇ ଗୁରୁତର ଅଭି...
Odisha bandh tomorrow, private bus services to remain normal
The INDIA bloc is set to observe a 12-hour Odisha bandh on Thursday over three major demands. These are immediate withdrawal of the MMDR Amendment Act-2026, resignatio...
ମହାବିରୋଡ଼ ଡିଗ୍ରୀ କଲେଜରେ ବନ୍ୟପ୍ରାଣୀ ସପ୍ତାହ ପାଳନ
କଙ୍କଡ଼ାହାଡ଼ ବ୍ଲକ୍ ମହାବିରୋଡ଼ ଡିଗ୍ରୀ ମହାବିଦ୍ୟାଳୟରେ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ମହାବିରୋଡ଼ ବନଞ୍ଚଳ, ଟାଟା ପଓ୍ବାର ଓ ସ୍ନେହା ଏନ୍ଜିଓର ମିଳିତ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ...
କୋରାପୁଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ପ୍ରତିରକ୍ଷା ଉତ୍ପାଦନ, ୟୁନିଟ୍ର କାର୍ଯ୍ୟକଳାପ ଏବଂ ଭବିଷ୍ୟତର ବିଭିନ୍ନ ଯୋଜନା ନେଇ ଆଲୋଚନା
କୋରାପୁଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସୁନାବେଡ଼ା ହାଲ ରେ ‘ଶକ୍ତି’ ଇଞ୍ଜିନ୍କୁ ନେଇ ନୂଆ ଅଧ୍ୟାୟ। କୋରାପୁଟ: କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ...
ଉଚ୍ଚଶିକ୍ଷାରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବ୍ୟାଟେରୀ ଚାଳିତ ତିନିଚକିଆ ଯାନ ପ୍ରଦାନ କାର୍ଯ୍ୟକ୍ରମ ଯାଜପୁର, ଓଡିଶା
ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଯାତାୟାତକୁ ସୁଗମ କରିବା ସହ ଉଚ...
ସ୍ଵାମୀକୁ ମାରି ଅଭିନୟ କରୁଥିଲା ସୁନ୍ଦରୀ ସ୍ତ୍ରୀ ସତ କହିଦେଲା ପ୍ରେମିକ !
ଅନୁଗୋଳ ତୁରାରେ ସ୍ବାମୀଙ୍କୁ ଛାତ ଉପରୁ ଠେଲି ହତ୍ୟା କରିବା ପରେ ସ୍ତ୍ରୀ କନ୍ଦିବାର ଅଭିନୟ କରୁଥିଲା, ହେଲେ ପରକ୍ରୀୟା ପ୍ରୀତି ଯୋଗୁଁ ପ୍ରେମିକ ସହ ମିଶି ରଚିଥିବା ଏହି ଭୟଙ୍କର ଷଡ଼ଯନ୍ତ୍ରର ପର୍ଦାଫାସ କର...
ଭାରତୀୟ ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଲେ ଢେଙ୍କାନାଳ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ
ଢେଙ୍କାନାଳ ୨୬/୦୯: ନିଜର ଅକ୍ଲାନ୍ତ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଏବଂ କ୍ରିକେଟ୍ ପ୍ରତି ନିଷ୍ଠା ବଳରେ ଜାତୀୟ ସ୍ତରରେ ବଡ଼ ସଫଳତା ହାସଲ କରିଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କାଶୀପୁର ପ...
ହାତୀ-ମଣିଷ ସହବସ୍ଥାନ ନେଇ ଆଲୋଚନାଚକ୍ର
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କୋଇଲପଙ୍ଗିସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ହାତୀ-ମଣିଷ ସହବସ୍ଥାନ ନେଇ ଏକ ଆଲୋଚନାଚ...
ହାତୀ- ମନୁଷ୍ୟ ମଧ୍ୟରେ ଶାନ୍ତି, ସମ୍ମାନ ଓ ସହାବସ୍ଥାନର ବାର୍ତ୍ତା କହେ " ଗଜ ବାର୍ତ୍ତା "
ଆଜି କପିଳାସ ରେଞ୍ଜ ଅଫିସ ଅନ୍ତର୍ଗତ ବୈଠକ ଗୃହ ଠାରେ ମଣିଷ ଓ ହାତୀ ମଧ୍ୟରେ ଥିବା ସଂଘର୍ଷକୁ କମ୍ କରିବା ପାଇଁ ଶାନ୍ତି, ସମ୍ମାନ ଓ ସହାବସ୍ଥାନ ବିଷୟରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୁଖ୍ୟ...
ଚୋରାଚାଲାଣ ତଲାସି ଅଭିଯାନ ରେ ଦୁଇଟି କଲରାପତ୍ରିଆ ବାଘ ଛାଲ ଜବତ
ବନ୍ୟପ୍ରାଣୀ ସାମଗ୍ରୀର ବେଆଇନ ଅଧିକାର ଏବଂ ପରିବହନ ସମ୍ବନ୍ଧୀୟ ନିର୍ଭରଯୋଗ୍ୟ ସୂଚନା ଆଧାରରେ, ୧୭.୦୯.୨୦୨୬ ରିଖରେ ବାଲିଗୁଡ଼ା ଠାରେ ପୋଲିସ ଏବଂ ବନ ବିଭାଗ ପକ୍ଷରୁ ଏକ ମିଳିତ ଅଭିଯାନ ପରିଚାଳିତ ହୋଇଥିଲା...
ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ଉପରେ ପୋଲିସର ବଡ଼ଧରଣର ଚଢାଉ
ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ଉପରେ ପୋଲିସର ବଡ଼ଧରଣର ଚଢାଉ
Celebration of World Elephant Day 2026 in Minaketan High School, Babandha, Dhenkanal
आज वर्ल्ड एलीफेंट डे-2026 के मौके पर, टाटा पावर, वॉलंटरी ऑर्गनाइज़ेशन "स्नेहा" और फॉरेस्ट डिपार्टमेंट के मिलकर किए गए सपोर्ट से सुबह करीब 9 बजे ढेङ्कानाल ब्हिन्दोल ब्लक क...
No Shorts yet
This creator has not published any public Shorts.